ତିଥ
ଦେଖଣା
ତିଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତିଜ୍ ଧାତୁ=ତୀକ୍ଷ୍ଣ କରିବା+ସଂଜ୍ଞାର୍ଥ ଅ)
[ସମ୍ପାଦନା]- ୧. ଅଗ୍ନି — ୧. Fire.
- ୨. କାଳ —୨. Time.
- ୩. ପ୍ରାବୃଟ୍କାଳ; ବର୍ଷାକାଳ —୩. Rainy season.
- ୪. କାମଦେବ —୪. God Cupid.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାନୀ)
[ସମ୍ପାଦନା]କରମୁଲ; ପୁରୁଣା ଜିନିସ ବଦଳାଇ ନୂଆ ଜିନିସ ନେଲେ ମଜୁରିପାଇଁ ଗ୍ରାହକଙ୍କୁ ଯାହା ଅଧିକା ଧନ ନଗଦ ଦେବାକୁ ପଡ଼େ — Payment made for the making charge-<? ?> of a new article on the course of an exchange transaction.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ତିଥି)—ଚାନ୍ଦ୍ରଦିବସ; ତିଥି — ୧. Lunar day.
ବିଶେଷ୍ୟ -
[ସମ୍ପାଦନା]- ୨. (ସଂସ୍କୃତ - ତୀର୍ଥ)—ତୀର୍ଥ ସ୍ଥାନ — ୨. Place of Pilgrimage.
- ୩. ତୀର୍ଥ ଯୋଗ —୩. Propitious time for performing a pilgrimage.