ତିଥି କ୍ଷୟ
ଦେଖଣା
ତିଥି କ୍ଷୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି, ତିଥି=ତିଥିର ଉପଲକ୍ଷିତ ଚନ୍ଦ୍ରକଳା+ କ୍ଷୟ)
[ସମ୍ପାଦନା]ଅମାବାସ୍ୟା — ୧. The day of the new-moon.
- ୨. ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ବା ଆରମ୍ଭ ହେବା ତିଥି — ୨. A lunar day beginning or ending before sun-rise.
- ୩. ତ୍ର୍ୟହସ୍ପର୍ଶ ଦିବସ —୩. The day on which ୩ lunar days fall.
[ଦ୍ରଷ୍ଟବ୍ୟ —ଯେଉଁ ଦିନ ୨ଟି ତିଥି କ୍ଷୟ ହୋଇ ୩ୟ ତିଥିର ଆରମ୍ଭ ହୁଏ ତାକୁ ତ୍ର୍ୟହସ୍ପର୍ଶ ଦିବସ ବୋଲାଯାଏ ଯେଉଁ ଦିନ ସୂର୍ଯ୍ୟୋଦୟ ବେଳକୁ ଗୋଟିଏ ତିଥିର କେତେକ ଅଂଶ ବାକି ଥାଏ, ତାହା ଭୋଗ ହୋଇ, ପରବର୍ତ୍ତି ତିଥି ଭୋଗ ହୁଏ, ତେବେ ସୁଦ୍ଧା ସୂର୍ଯ୍ୟୋଦୟ ହୋଇ ନ ଥାଏ ଓ ୩ୟ ତିଥି ପଡ଼ିବା ପରେ ସୂର୍ଯ୍ୟୋଦୟ ହୁଏ ତାହାକୁ ତ୍ର୍ୟହସ୍ପର୍ଶ ତିଥି ବୋଲାଯାଏ]