Jump to content

ତିଥି ଯୋଗିନୀ

ଉଇକିଅଭିଧାନ‌ରୁ

ତିଥି ଯୋଗିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷ ମତରେ ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ ଦିଗରେ ଥିବା ଯୋଗିନୀ ବା ଦୁର୍ଗା — (astrology) The Goddess Durgā staying in different quarter of the globe on different lunar days.

[ ଦ୍ର—ତିଥି ଅନୁସାରେ ଯୋଗିନୀର ସ୍ଥିତି—ପ୍ରତିପଦ୍ ଓ ନବମୀରେ ପୂର୍ବରେ, ତୃତୀୟା ଓ ଏକାଦଶୀରେ ଅଗ୍ନିକୋଣରେ, ପଞ୍ଚମୀ ଓ ତ୍ରୟୋଦଶୀରେ ଦକ୍ଷିଣରେ , ଚତୁର୍ଥୀ ଓ ଦ୍ୱାଦଶୀରେ ନୈର୍ରୁତ କୋଣରେ, ପଷ୍ଠୀ ଓ ଚତୁର୍ଦ୍ଦଶୀରେ ପଶ୍ଚିମରେ, ସପ୍ତମୀ ଓ ପୂର୍ଣ୍ଣମୀରେ ବାୟୁକୋଣରେ , ଦ୍ୱିତୀୟା ଓ ଦଶମୀରେ ଉତ୍ତର ଦିଗରେ ଓ ଅଷ୍ଟମୀ ଓ ଅମାବାସ୍ୟାରେ ଈଶାନ କୋଣରେ ଯେଗିନୀ ଡାହାଣ ବା ସମ୍ମୁଖରେ ଥିଲେ ଯାତ୍ରା କରିବା ଅଶୁଭ; ଯୋଗନୀ ଆପଣାର ବାମ ବା ପୃଷ୍ଠରେ ଥିବାବେଳେ ଯାତ୍ରାଆଦି ଶୁଭ]