Jump to content

ତିନା

ଉଇକିଅଭିଧାନ‌ରୁ

ତିନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିନ୍)

[ସମ୍ପାଦନା]
୧. (ପଶା ଓ କଉଡ଼ି ଖେଳରେ)— ତିନି ସଂଖ୍ୟକ ଦାନ —୧. The throw of dice or cowrie resulting in ୩ (in the game of dice or cowries.)
୨. (ତାସ ଓ ଗଞ୍ଜପା ଖେଳରେ) ତିନିବିନ୍ଦୁ ଥିବା ତାସ୍ — ୨. A card having ୩ points on it (in card-play).