Jump to content

ତିନି ଅଲଗା ଫତେ ଖାଁ

ଉଇକିଅଭିଧାନ‌ରୁ

ତିନି ଅଲଗା ଫତେ ଖାଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ପ୍ରବଚନ

[ସମ୍ପାଦନା]

କୌଣସି କାର୍ଯ୍ୟରୁ ନିଜର ଦାୟିତ୍ୱ ବା ସମ୍ପର୍କ ଛିଣ୍ଡାଇ ଦେଇ ଥିବା ବ୍ୟକ୍ତି —One who has severed all connection with or responsibility from some matter.