ତିନି ଆଙ୍ଗୁଳିଆ
ଦେଖଣା
ତିନି ଆଙ୍ଗୁଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତିନି ଆଙ୍ଗୁଳିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୂହାଳିକା, ଗୋଧାପଦୀ)
[ସମ୍ପାଦନା]- ୧. ହଂସପଦୀ ଲତା; ଦୀର୍ଘ ଶାଳକବିଶେଷ — ୧. Vitis Latifolia.
[ଦ୍ରଷ୍ଟବ୍ୟ —ଏହା ଘରର କାନ୍ଥ ବା ଗଛର ବକଳାରେ ଥିବା ଗାତରେ ଚେରକୁ ଫୁଟାଇ ଉପରକୁ ମାଡ଼େ ଏହାର ପତ୍ର ତ୍ରିପର୍ଣ୍ଣ ଓ ରୋମହୀନ]
- ୨. (ସଂସ୍କୃତ - ଗୋଧାପଦୀ; ପାଦ ବା ଚେର ଗୋଧା ବା ଗୋଧି ସାପ ପରି ଥିବାରୁ)—ଉକ୍ତ ଜାତୀୟ ବଡ଼ ଲତା — ୨. The Maiden hair fern; Vitis Pedala; Adiantum Lamulatum.
[ଦ୍ରଷ୍ଟବ୍ୟ —ଏହାର ପତ୍ର ସପ୍ତପର୍ଣ୍ଣୀ ଓ ଲୋମଶ ଏହାକୁ ହଂସପଦୀ ମଧ୍ୟ କୁହାଯାଏ]