Jump to content

ତିନି କାଳ

ଉଇକିଅଭିଧାନ‌ରୁ

ତିନି କାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିକାଳ)

[ସମ୍ପାଦନା]
୧. ମନୁଷ୍ୟ ଜୀବନର ତିନି ଅବସ୍ଥା—ବାଲ୍ୟ, ଯୌବନ ଓ ଜରା —୧. The three stages of man's life; viz. childhood, youth and old age.
୨. ତ୍ରିକାଳ; ଦିବସର ତିନି ସମୟ—ସକାଳ, ଦିପହର ଓ ସନ୍ଧ୍ୟା —୨. Three times of the day, viz. morning, noon and evening.
୩. ତ୍ରିକାଳ; ତିନି ସମୟ—ଭୂତ, ବର୍ତ୍ତମାନ ଏ ଭବିଷ୍ୟତ୍ — ୩. The three tenses-past, preasent and future.
୪. ପୃଥିବୀର ପ୍ରଥମ ତିନିଯୁଗ—ସତ୍ୟ, କ୍ରେତା ଓ ଦ୍ୱାପର — ୪. The three ages of the world before the present (Kaḻi) age.
୫. ହିନ୍ଦୁଶାସ୍ତ୍ରର ବିଧାନ ଅନୁସାରେ ମନୁଷ୍ୟ ଜୀବନର ପ୍ରଥମ ତିନିଗୋଟି ଆଶ୍ରୟ—ବ୍ରହ୍ମଚାର୍ଯ୍ୟ, ଗାର୍ହସ୍ଥ୍ୟ ଓ ବାନପ୍ରସ୍ଥ — The first ୩ stage which a Hindu is enjoined to pass before he finally takes to begging before death.

(ଯଥା—ମୋର ତ ତିନିକାଳ ଗଲାଣି; ଆଉ ଏ ଚତୁର୍ଥ କାଳକୁ ଧନ ଅରଜିବି ?)

୬. ଦିବା, ରାତ୍ରି ଓ ସନ୍ଧ୍ୟା — ୬. Day, night and the transition periods.