ତିନି କୁଳ
ଦେଖଣା
ତିନି କୁଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବିବାହିତା ସ୍ତ୍ରୀର ସମ୍ପର୍କୀୟ ୩ ଗୋଟି ବଂଶ—ପିତୃକୁଳ, ମାତାଙ୍କର ପିତୁକୁଳ ଓ ଶ୍ୱଶୁରକୁଳ — The three families with which a woman has connection, viz. her father's family, her mother's father's family and her own (i.e. the family in which she is married).
(ଯଥା—ବିପଟୀ ସ୍ତ୍ରୀ ତିନି କୁଳରେ କଳଙ୍କ ଲଗାଏ )