ତିନି ଗୁଣ
ଦେଖଣା
ତିନି ଗୁଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତିନି ଗୁଣ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସତ୍ୱ, ରଜଃ ଓ ତମଃ — ୧. The virtuous, worldly and sinful qualities of nature.
- ୨. କୌଣସି ପଦାର୍ଥ ବା ପରିମାଣର ଗୁଣିତକ ୩ — ୨. Three times as much.
- ୩. ଉତ୍ତମ, ମଧ୍ୟମ ଓ ମନ୍ଦ ଗୁଣମାନ — ୩. Good, medium and bad qualities.