ତିନି ତବତିଆ
ଦେଖଣା
ତିନି ତବତିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ବ୍ୟକ୍ତିର ଅବସ୍ଥା ସଚଳ ଥିବାରୁ ସେ ଦିନ ମଧ୍ୟରେ ୩ ବେଳ ତବତ ଭାତ ଖାଏ — One who can afford to take fresh cooked rice ୩ times a day; well-to-do.
[ଦ୍ରଷ୍ଟବ୍ୟ —ସାଧାରଣତଃ ଗରିବ ଲୋକେ ନାନାପ୍ରକାର ଅଭାବରେ ଥିବାରୁ ତିନି ବେଳଯାକ ଗରମ ଭାତ ଖାଇବା ସୁବିଧା ପାଆନ୍ତି ନାହିଁ ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତବତ ଖାଇବା ବ୍ୟକ୍ତି — A person who takes fresh boiled rice.
ଚାଉଳ ସେରକୁ ତିନିତବତିଆ, ମଝିରେ ବସିଛି ଶିରୀପତିଆ—ଢଗ