ତିନି ତାରବନ୍ଦ
ଦେଖଣା
ତିନି ତାରବନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତିନିତାର, ତିନିତାରୀ—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚିନିରସର ବା ଶିରାର ଖୁବ୍ ପତଳା ପାଗ — Thin condition of boiling syrup.
[ଦ୍ରଷ୍ଟବ୍ୟ —ଚିନି ବା କନ୍ଦରେ ପାଣି ଦେଇ ତାକୁ ନିଆଁ ଉପରେ ବସାଇ ଆଉଟିଲେ ଶିରା ବା ରସ ପ୍ରସ୍ତୁତ ହୁଏ ଯେଉଁ ପତଳା ରସକୁ ଚଟୁରେ ଉପରକୁ ଟେକିଲେ ପ୍ରଥମେ ତିନିଧାର ହୋଇ ରସ ଖସେ ତାକୁ 'ତିନିତାରବନ୍ଦ' ଓ ଅପେକ୍ଷାକୃତ ବହଳ ହେଲେ, ଯହିଁରୁ ଦୁଇଧାର ଖସେ ତାକୁ 'ଦୁଇତାରବନ୍ଦ' ବୋଲାଯାଏ ରସ ଆହୁରି ବହଳ ହୋଇଗଲେ ତାକୁ ଚଟୁରେ ଟେକିଲେ ତହିଁରୁ ଗୋଟିଏ ମାତ୍ର ଧାର ଖସିପଡ଼େ. ତାକୁ 'ଏକତାରବନ୍ଦ' ପାଗ କୁହାଯାଏ ]
ଦେଶଜ - ବିଶେଷଣ -
[ସମ୍ପାଦନା]ତିତାରୀ (ଦେଖ) - —Titārī (see).