ତିନି ଥେଣ୍ଟିଆ
ଦେଖଣା
ତିନି ଥେଣ୍ଟିଆ
ଉଚ୍ଚାରଣ
[ସମ୍ପାଦନା](ତିନିତେଣ୍ଟିଟିଆ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ କାର୍ଯ୍ୟ ୩ ଜଣ ଲୋକଙ୍କର ଅଧିକାର, ଦାୟିତ୍ୱ ବା ସ୍ୱତ୍ୱ ଥାଏ; ତିନିଜଣଙ୍କର ଇଯମାଲି (ଅର୍ଥାତ୍ ଯାହା ସୁପରିଚାଳିତ ନୁହେ) — (any work) Belonging to ୩ joint owners or master i.e. for which. three (that is, many person) are jointly interested and for which the responsibility does not attach to any one in particular.
ତିନିଥେଣ୍ଟିଆ କାକୁଡ଼ିବାଡ଼ି ଖାଏ ଶିଆଳ ବେକ ମୋଡ଼ି—ଢଗ
[ଦ୍ରଷ୍ଟବ୍ୟ —'ତିନି' ଏଠାରେ 'ବହୁସଂଖ୍ୟକ ଅର୍ଥରେ ପ୍ରଯ୍ୟୁକ୍ତ କୌଣସି କାର୍ଯ୍ୟରେ ଜଣକର ପୂର୍ଣ୍ଣ କର୍ତ୍ତୃତ୍ୱ ନ ରହିଲେ ତହିଁରେ ବିଶୃଙ୍ଖଳା ଘଟିବା ସ୍ୱାଭାବିକ]