Jump to content

ତିନି ପଟ

ଉଇକିଅଭିଧାନ‌ରୁ

ତିନି ପଟ

ଉଚ୍ଚାରଣ

[ସମ୍ପାଦନା]

(ତିପଟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତିପଟ; ତିନିଗୁଣ — ୧. Three times.
୨. କୌଣସି ବ୍ୟକ୍ତିର ତିନି ପଟ ବା ଦିଗ; ଆଗ, ପଛ ଓ ପାର୍ଶ୍ୱ —୨. Front, back and sides of a person.

ଦେଶଜ - ବିଶେଷଣ -

[ସମ୍ପାଦନା]

ତିନି ଗୁଣ ପରିମିତ; ତ୍ରି ଗୁଣିତ — Thrice as much as; treble.