Jump to content

ତିନି ବାଙ୍କେ

ଉଇକିଅଭିଧାନ‌ରୁ

ତିନି ବାଙ୍କେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ବକ୍ରଭାବରେ; ଅନେକସ୍ଥାନରେ ବଙ୍କା— ହୋଇ —In a curved manner.

ସୁଗନ୍ଧ ପେଡ଼ି ଘେନି କାଖେ ପଥେ ଚାଳକ ତିନି ବାଙ୍କେ ଜଗନ୍ନାଥ. ଭାଗବତ