ତିନ୍ତିବା
[ତିନ୍ତା(ନ୍ତେ)ଇବା—ଣିଜନ୍ତ]
ଓଦା ହେବା; ଭିଜିବା —To become wet; to be moistened.
କର୍ମ ନ ପାରେ ତୋତେ ଛୁଇଁ ଜଳେ ନ ତିନ୍ତେ ଯେହ୍ନେ ଛାଇ— ଭୂପତି. ପ୍ରେମପଞ୍ଚାମୃତ