Jump to content

ତିନ୍ତି ବୁଡ଼ି

ଉଇକିଅଭିଧାନ‌ରୁ

ତିନ୍ତି ବୁଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି. ବିଶେଷଣ - (ତିନ୍ତିବା ଓ ବୁଡ଼ିବା କ୍ରିୟାର ଅସମାପିକା ରୂପ;କ୍ରିୟାପଦ - ବିଶେଷଣ - ରୂପେ ବ୍ୟବହୃତ)

[ସମ୍ପାଦନା]

ବର୍ଷା ପାଣିରେ ଓଦା ହୋଇ ଓ ପାଣିରେ ପଡ଼ି, ଅର୍ଥାତ୍ ବାଟରେ ଆସିଲାବେଳେ ମେଘରୁ ପଡ଼ିବା ବର୍ଷା ପାଣିରେ ଓ ବାଟରେ ଥିବା ଜଳାଶୟାଦିର ପାଣିଦ୍ୱାରା ଓଦା ହୋଇ ସୁଦ୍ଧା ତହିଁକି ଭ୍ରୃକ୍ଷେପ ନ କରି (ଦଉଡ଼ିବା ବା ଆସିବା) — (to come or run to a place) Having been drenched with rain and water on the way.

(ଯଥା—ଆପଣ ଏଠାକୁ ଆସିଛନ୍ତି ଶୁଣି ଆପଣଙ୍କୁ ଦେଖିବାକୁ ଆମେ ୪ କୋଶ ବାଟ ତିନ୍ତିବୁଡ଼ି ଆସିଛୁଁ)