Jump to content

ତିନ୍ତୁଳିଆ ବିଛା

ଉଇକିଅଭିଧାନ‌ରୁ

ତିନ୍ତୁଳିଆ ବିଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତେନ୍ତୁଳିଆ ବିଛା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଖର୍ଜୁ)

[ସମ୍ପାଦନା]

ନାଲିରଙ୍ଗର ଏକ ପ୍ରକାର ଶତପଦୀ ବିଷଧର କୀଟ — A centiped; Scolopenda Singulata.

[ଦ୍ରଷ୍ଟବ୍ୟ —ଏହାର ବର୍ଣ୍ଣ ପାଚିଲା ତିନ୍ତୁଳି ପରି ଦେଖାଯାଏ ଏହାର ଲାଙ୍ଗୁଡ଼ରେ ୨ଟି ନାହୁଡ଼ ଥାଏ ଏ ନାହୁଡ଼ ମାରିଦେଲେ ଭାରି ଯନ୍ତ୍ରଣା ହୁଏ ଏ ପାଟିରେ କାମୁ଼ଡ଼େ, ମାତ୍ର ଏହାର ନାହୁଡ଼ର ଜ୍ୱାଳା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଲୋକେ ଏହି ବିଛାର ନାହୁଡ଼ାର ଆଘାତକୁ 'ବିଛା କାମୁଡ଼ିବା' ବା 'ବିଛା ମାରିବା' ବୋଲି କହି ଥାଆନ୍ତି କଳା ବିଛା ଛୋଟ ଓ ନିର୍ବିଷ ବିଛା କଳା ଓ ନାଲି ଭେଦରେ ଦୁଇପ୍ରକାର ]