ତିନ୍ତୁଳି ଛାଟ
ଦେଖଣା
ତିନ୍ତୁଳି ଛାଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତେନ୍ତୁଳି ଡାଳରୁ ପ୍ରସ୍ତୁତ ଛାଟିଆ — ୧. A rod of tamarind twig.
ଆସିବୁ ଯିବୁରେ କଳାମାଣିକ! ତୋହରି ପାଇଁ କି ନିତି ଗଞ୍ଜଣା, ପିଠିରେ ତିନ୍ତୁଳି ଛାଟ—ଢଗ
[ଦ୍ରଷ୍ଟବ୍ୟ —ତେନ୍ତୁଳି ଗଛର ଡାଳ ଭାରି ଚେମଡ଼ ଥିବାରୁ ତହିଁରେ ପ୍ରହାର କଲେ ତାହା ସହଜରେ ଭାଙ୍ଗି ଯାଏ ନାହିଁ ଏବଂ ଅନ୍ୟ ଗଛର ଛାଟ ଅପେକ୍ଷା ତିନ୍ତୁଳି ଛାଟର ମାଡ଼ ବେଶି କାଟେ]
- ୨. ତିନ୍ତୁଳି ଛାଟଦ୍ୱାରା ପ୍ରହାର — ୨. Stripes with a tamarind twig.