Jump to content

ତିପୁରୀ

ଉଇକିଅଭିଧାନ‌ରୁ

ତିପୁରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିପୂର)

[ସମ୍ପାଦନା]
୧. ମିଷ୍ଟାନ୍ନ ବା ପିଷ୍ଟକବିଶେଷ — ୧. A kind of sandwich cake.


[ଦ୍ରଷ୍ଟବ୍ୟ —ଏଥିଭିତରେ ୩ ଉପାଦାନରେ ପ୍ରସ୍ତୁତ ପୂର ଦିଆଯାଇ ଥାଏ ]

୨. ତରାଟ; ଟଗର (ଦେଖ) - —୨. Ṭagara (See)

[ଦ୍ରଷ୍ଟବ୍ୟ —ଏ ଫୁଲକୁ ଚିପୁଡି ସେହି ରସକୁ ନିତି ଟୋପାଏ ଲେଖାଏଁ ଆଖିରେ ପକାଇଲେ ୪ ଦିନରେ ସର୍ବ ପ୍ରକାର ଚକ୍ଷୁ ରୋଗ ଦୂର ହୁଏ (ଏହା ପରୀକ୍ଷିତ)]

ଦେଶଜ - କ୍ରି. ବିଶେଷଣ -

[ସମ୍ପାଦନା]

(ହଳଦି, ବିରି ଆଦିକୁ) ୩ ପ୍ରସ୍ତ ବା ୩ ଥର (ବାଟିବା) —(to pestle turmeric etc.) Thrices or three times.

(ଯଥା—ହଳଦୀକୁ ତିପୁର ବାଟିବୁ)