Jump to content

ତିମିଙ୍ଗିଳ

ଉଇକିଅଭିଧାନ‌ରୁ

ତିମିଙ୍ଗିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ତିମି+ଗିଳ୍ ଧାତୁ=ଗିଳିବା+କର୍ତ୍ତୃ. ଅ)

[ସମ୍ପାଦନା]

ତିମିଠାରୁ ବୃହଦାକାର ମତ୍ସ୍ୟବିଶେଷ; (ଯେଉଁ ମାଛ ତିମି ମାଛକୁ ଗିଳି ପାରେ) —The sperm whale; the bigger whale (which can devour whales); Physter Macrophalus.

୨. ଦ୍ୱୀପବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of an island.
୩. ଉକ୍ତ ଦ୍ୱୀପର ନିବାସୀ (ହିନ୍ଦୀ - ଶବ୍ଦସାଗର) — Inhabitant of the above island.