ତିମିଙ୍ଗିଳାଶନ
ଦେଖଣା
ତିମିଙ୍ଗିଳାଶନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୃହତ୍ ସଂହିତାରେ ବର୍ଣ୍ଣିତ ଦକ୍ଷିଣର ଦେଶ ବିଭାଗବିଶେଷ — ୧. Name of a tract of country in the south.
[ଦ୍ରଷ୍ଟବ୍ୟ —ଲଙ୍କାଦ୍ୱୀପ ଏହି ବିଭାଗର ଅନ୍ତର୍ଗତ ଏଥିର ଅଧିବାସୀ— ମାନେ ତିମିଙ୍ଗିଳ ମତ୍ସ୍ୟର ମାଂସ ଆହାର କରନ୍ତି—ହିନ୍ଦୀ - ଶବ୍ଦସାଗର ]
- ୨. ଉକ୍ତ ଦେଶର ନିବାସୀ —୨. The inhibants of the said tract of country.