Jump to content

ତିମିଧ୍ୱଜ

ଉଇକିଅଭିଧାନ‌ରୁ

ତିମିଧ୍ୱଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବହୁବ୍ରୀହି; ତିମି+ଧ୍ୱଜା, ଏହାର ପତାକାରେ ତିମିର ଚିତ୍ର ଅଙ୍କିତ ଥିବାରୁ)

[ସମ୍ପାଦନା]

ଶମ୍ୱର ଦୈତ୍ୟ — A name of the demon Ṡambara.

[ଦ୍ରଷ୍ଟବ୍ୟ —ଏହାକୁ ବଧ କରି ରାମଚନ୍ଦ୍ର ବ୍ରହ୍ମାଙ୍କଠାରୁ ଦିବ୍ୟାସ୍ତ୍ର ଲାଭ କରିଥିଲେ—ହିନ୍ଦୀ - ଶବ୍ଦସାଗର ]