Jump to content

ତିମିର

ଉଇକିଅଭିଧାନ‌ରୁ

ତିମିର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିମ୍ ଧାତୁ=ନିଶ୍ଚଳ ହେବା+କରଣ. ଇର)

[ସମ୍ପାଦନା]
୧. ଅନ୍ଧକାର; ଅନ୍ଧାର —୧. Darkness.
୨. ଚକ୍ଷୁରୋଗବିଶେଷ —୨. An eye-disease.

[ଦ୍ରଷ୍ଟବ୍ୟ —ଏ ରୋଗରେ ଦୁର୍ବଳତା ଯୋଗୁଁ ଚାହିଁଲାବେଳେ ଚାରିଆଡ଼ ଅନ୍ଧାର ଦିଶେ ଓ ଆଖି ଆଗରେ ଜୁଳୁଜୂଳା ପୋକ ବା

ତାରାଗୁଡ଼ାଏ ଏଣେତେଣେ ଉଡ଼ି ଗଲାପରି ଜଣା ଯାଏ ସୁଶ୍ରୁତରେ ଏ ରୋଗର ଅନେକ ଭେଦ ବିବୃତ ହୋଇଅଛି ଯଥା—ଆଖିକୁ ଜାଲଜାଲୁଆ ଦେଖା ଯିବା—ହିନ୍ଦୀ - ଶବ୍ଦସାଗର 
୩. ଅନ୍ଧାରକଣା ରୋଗ — ୩. Night-blindness; nyctalopia.
୪. ଘୋର କୃଷ୍ଣବର୍ଣ୍ଣ —୪. Deep-black colour.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଅନ୍ଧକାରମୟ —୧. Dark.
୨. ଘୋର କୃଷ୍ଣବର୍ଣ୍ଣବିଶିଷ୍ଟ —୨. Deep black.