Jump to content

ତିମିରି

ଉଇକିଅଭିଧାନ‌ରୁ

ତିମିରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତିମିର)

[ସମ୍ପାଦନା]
୧. ଅନ୍ଧାକାର — ୧. Darkness.

ଏମନ୍ତେ ରଜନୀ ହୋଇଲା, ଘୋର ତିମିରି ପ୍ରକାଶିଲା ଜଗନ୍ନାଥ, ଭାଗବତ

୨. 'ତିମିର' ନାମକ ଚକ୍ଷୁରୋଗ — ୨. An eye-disease.