Jump to content

ତିମିଷ

ଉଇକିଅଭିଧାନ‌ରୁ

ତିମିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିମ୍ ଧାତୁ=ଆର୍ଦ୍ର କରିବା+ର୍ତ୍ତୃ. ଇଷ)

[ସମ୍ପାଦନା]
୧. କାକୁଡି; ଫୁଟି (ହିନ୍ଦୀ - ଶବ୍ଦସାଗର) — ୧. Cucumber.
୨. ପାଣିକଖାରୁ (ହିନ୍ଦୀ - ଶବ୍ଦସାଗର) — ୨. The white gourd.
୩. ତରଭୁଜ—(ହିନ୍ଦୀ - ଶବ୍ଦସାଗର) —୩. Water melon.