Jump to content

ତିରଶ୍ଚୀନ

ଉଇକିଅଭିଧାନ‌ରୁ

ତିରଶ୍ଚୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତିର୍ଯ୍ୟକ୍+ସମ୍ୱନ୍ଧାର୍ଥେ ଈନ; ତିର୍ଯ୍ୟକ୍ ସ୍ଥାନରେ ତିରଶ୍ଚ ଆଦେଶ)

[ସମ୍ପାଦନା]
୧. ବଙ୍କା; ବକ୍ର; ତେର୍ଚ୍ଛା — ୧. Awry; oblique.


୨. କୁଟିଳ; ବଙ୍କାଢଙ୍କା —୨. Crooked.
୩. ଆଡ଼ବାଗରେ ଥିବା —୩. Set crosswise.