Jump to content

ତିରସ୍

ଉଇକିଅଭିଧାନ‌ରୁ

ତିରସ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ତୃ ଧାତୁ=ପାରି ହେବା+କର୍ତ୍ତୃ. ଅସ୍)

[ସମ୍ପାଦନା]
୧. ବକ୍ର; ବଙ୍କା; ତେରଛା — ୧. Curved; oblique.
୨. କୁଟିଳ; ବଙ୍କାଢଙ୍କା —୨. Crooked.
୩. ଅପ୍ରକାଶ୍ୟ —୩. Latent; not patent.
୪. ଗୁପ୍ତ —୪. Secret.
୫. ଅବଜ୍ଞା; ଅନାଦର —୫. Disregard; derision.
୬. ଏପାଖରୁ ସେପାଖକୁ —୬. Across (Apte).
୭. ଗୌଣଭାବରେ —୭. Indirectly (Apte).

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଓ ଶବ୍ଦର ସ୍ୱତନ୍ତ୍ର ବ୍ୟବହାର ନାହିଁ; କିନ୍ତୁ ଏଥିରୁ ନିଷ୍ପନ୍ନ ତିରସ୍କାର, ତିରୋଧାନ, ତିରଶ୍ଚୀନ ଆଦି ସଂସ୍କୃତ ଶବ୍ଦ ଭାଷାରେ ବ୍ୟବହୃତ ହୁଏ]