ତିରସ୍କରଣୀ
ଦେଖଣା
ତିରସ୍କରଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତିରସ୍=ଅପ୍ରକାଶ୍ୟ+କୃ ଧାତୁ+କରଣ. ଅନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଯବନିକା; ପର୍ଦ୍ଦା; କନାଟି— ବାଡ଼ —୧. A screen; curtain.
- ୨. ଘୋଡ଼ଣୀ; ଘଟାଟପ —୨. A cover; hood.
- ୩. ଅଦର୍ଶନୀ ବିଦ୍ୟା; ଯେଉଁ ବିଦ୍ୟାବଳରେ ଲୋକକୁ କେହି ଦେଖି ପାରନ୍ତି ନାହିଁ —୩. A magical spell by which a person becomes invisible to others.