Jump to content

ତିରସ୍କାରିବା

ଉଇକିଅଭିଧାନ‌ରୁ

ତିରସ୍କାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ତିରସ୍କାର)

[ସମ୍ପାଦନା]
୧. ତିରସ୍କାର କରିବା; ଗାଳି ଦେବା — ୧. To rebuke; to reproach; to scold.

ଜେମା ସେବା—ଦାସୀ ମୋତେ ତିରସ୍କାର କୂପେ ଠେଲି ଗଲା ଚାଲି— ନନ୍ଦକିଶୋର, ଶର୍ମିଷ୍ଠା

୨. ନିନ୍ଦା କରିବା —୨. To blame.