ତିରସ୍କୃତ
ଦେଖଣା
ତିରସ୍କୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତିରସ୍+କୃ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଭର୍ତ୍ସିତ — ୧. Rebuked.
- ୨. ନିନ୍ଦିତ —୨. Censured; blamed.
- ୩. ଆଚ୍ଛାଦିତ —୩. Covered.
- ୪. ଅବଜ୍ଞାତ —୪. Insulted.
- ୫. ଦୂଷିତ (ପ୍ରକୃତିବାଦ) —୫. Contaminated.
- ୬. ଅନାଦର ବା ଘୃଣାପୂର୍ବକ ତ୍ୟକ୍ତ (ହିନ୍ଦୀ - ଶବ୍ଦସାଗର) — ୬. Abandoned with contempt.