Jump to content

ତିରିଲା

ଉଇକିଅଭିଧାନ‌ରୁ

ତିରିଲା

ଉଚ୍ଚାରଣ

[ସମ୍ପାଦନା]

(ତର୍ଲା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ)

[ସମ୍ପାଦନା]
୧. ତିରି; ସ୍ତ୍ରୀ; ମାଇକିନିଆ — Female.

ଚିରିଲା ଝିଅ ହୋଇ ଯେବେ ଲାଜ ଲାଜ ନ ହେଲା, ଧିକ୍ ତା ଜୀବନ ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. ଭାର୍ଯ୍ୟା —୨. Wife.
୩. ସ୍ତ୍ରୀ ଜାତି —୩. Woman folk.