Jump to content

ତିରୋଧାୟକ

ଉଇକିଅଭିଧାନ‌ରୁ

ତିରୋଧାୟକ

ଉଚ୍ଚାରଣ

[ସମ୍ପାଦନା]
(ତିରୋଧାୟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତିରସ୍=ଅଦୃଶ୍ୟ+ଧା ଧାତୁ ଣିଚ୍+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଲୁଚାଇଦିଏ — ୧. Causing to disappear; concealing; hiding
୨. ଯେ ଘୋଡ଼ାଇ ରଖେ —୨. Covering.