Jump to content

ତିରୋଭୁତ

ଉଇକିଅଭିଧାନ‌ରୁ

ତିରୋଭୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତିରସ୍+ଭୁ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରସ୍ଥିତ — ୧. Departed.
୨. ଲୁପ୍ତ —୨. Vanished.
୩. ଗୁପ୍ତ —୩. Concealed.