Jump to content

ତିରୋହିତ

ଉଇକିଅଭିଧାନ‌ରୁ

ତିରୋହିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ତିରସ୍+ଧା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରସ୍ଥିତ — ୧. Departed.
୨. ଲୁପ୍ତ —୨. Vanished.
୩. (+କର୍ମ. ତ) ଗୁପ୍ତ; ଲୁକ୍କାୟିତ —୩. Hidden.
୪. ଆଚ୍ଛାଦିତ —୪. covered over.