Jump to content

ତିର୍ଯ୍ୟକ୍ଜାତି

ଉଇକିଅଭିଧାନ‌ରୁ

ତିର୍ଯ୍ୟକ୍ଜାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତିର୍ଯ୍ୟକ୍+ଜାତି)

[ସମ୍ପାଦନା]

ମାନବେତର ଜୀବ; ପଶୁ ପକ୍ଷୀ ଆଦି ପ୍ରାଣୀ — The inferior animals; birds and beasts etc.