Jump to content

ତିର୍ଯ୍ୟକ୍ସ୍ରୋତସ୍

ଉଇକିଅଭିଧାନ‌ରୁ

ତିର୍ଯ୍ୟକ୍ସ୍ରୋତସ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତିର୍ଯ୍ୟକ୍+ସ୍ରୋତସ୍)

[ସମ୍ପାଦନା]
୧. ଯେଉଁ ବସ୍ତୁର ବିସ୍ତାର ତେରଛା — spread in a curved manner.
୨. ଯେଉଁ ଜୀବଙ୍କ ପେଟକୁ ଆହାର ତେରଛା ହୋଇକରି ଯାଏ; ମନୁଷ୍ୟେତର (ପ୍ରାଣୀ) — ୨. (animals) Whose alimentary canal is oblique (viz, beasts and birds).

[ଦ୍ରଷ୍ଟବ୍ୟ —ପୁରାଣ ଅନୁସାରେ ଦ୍ୱିକ୍ଷୁର, ଏକକ୍ଷୁର, ପଞ୍ଚନଖ ପଶୁ, ଜଳଚର ଓ ଖଚରମାନଙ୍କୁ ତିର୍ଯ୍ୟକ୍ସ୍ରୋତସ୍ ବୋଲାଯାଇଅଛି]