Jump to content

ତିର୍ଯ୍ୟଗ

ଉଇକିଅଭିଧାନ‌ରୁ

ତିର୍ଯ୍ୟଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତିର୍ଯ୍ୟକ୍)

[ସମ୍ପାଦନା]

ବକ୍ର; ତେରଚ୍ଛା — Crooked; awry.

କେ ଚାଳନ୍ତେ ସଧୀରେ ତିର୍ଯ୍ୟଗ ହୋଇ କଳ୍ପି ମନରେ କି ପହଣ୍ଡ ମଣାଇ ଦୀନକୃଷ୍ଣ, ରସକୋଲ୍ଲୋଳ