ତିଲକ କାମୋଦୀ
ସଙ୍ଗୀତର ମିଶ୍ର ରାଗିଣୀବିଶେଷ — Name of a mixed tune in Hindu music.
[ଦ୍ରଷ୍ଟବ୍ୟ —ଏହା ରାତ୍ରିର ୨ୟ ପ୍ରହରରେ ଗେୟ ଏହା ଲପ୍ତସ୍ୱରା କିନ୍ତୁ ଏଥିରେ ଏକ କୋମଳସ୍ୱର ଅଧିକ—ଯୋଗେଶଚନ୍ଦ୍ର]