Jump to content

ତିଲି

ଉଇକିଅଭିଧାନ‌ରୁ

ତିଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଳିକ)

[ସମ୍ପାଦନା]

ବୈଶ୍ୟଜାତିବିଶେଷ — A B&aline;i̱sya caste.

[ଦ୍ରଷ୍ଟବ୍ୟ —ବଙ୍ଗଦେଶରୁ ଏ ଦେଶକୁ ଆସିଥିବା ତିଲିମାନେ ବୈଶ୍ୟଜାତୀୟ ଏମାନେ ଓଡ଼ିଆ ତେଲିଙ୍କଠାରୁ ପୃଥକ୍ ଏବଂ ସେମାନଙ୍କ ସଙ୍ଗେ ବିବାହ ଓ ଖାଆଣ ପିଅଣ ଆଦି କରନ୍ତି ନାହିଁ କଟକ, ଭୃଦ୍ରଖ, ସୋରୋ ଓ ଖୋରଧା ଅଞ୍ଚଳରେ ଏମାନେ ପୁରୁଷାନୁକ୍ରମେ ସ୍ଥାୟୀଭାବରେ ରହିଅଛନ୍ତି ଏମାନେ ତେଲ ପେଡ଼ନ୍ତି ନାହିଁ, ମାତ୍ର ତେଲ ଓ ତୈଳବୀଜର ବ୍ୟବସାୟ କରନ୍ତି ଏମାନେ ଦଶହରାକୁ ବଙ୍ଗଦେଶୀୟ ତଲିମାନଙ୍କ ପରି ଦୁର୍ଗାପୂଜା କରନ୍ତି ଓଡ଼ିଶାର ତେଲିସମାଜରେ ନିଶ ରଖିବା ମନା; ମାତ୍ର ତିଲିମାନେ ନିଶ ରଖନ୍ତି ]