Jump to content

ତିଳକାଧାର

ଉଇକିଅଭିଧାନ‌ରୁ

ତିଳକାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତିଳକ+ଆଧାର)

[ସମ୍ପାଦନା]

ତିଳକ ପେଡ଼ି; ତିଳକ କାଟିବାର ଉପକରଣ ରଖିବାର କୋଥଳୀ —A pouch for sroring the materials required for painting Tiḻaka