ତିଳକାଳକ
ଦେଖଣା
ତିଳକାଳକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ତିଳ (ତୁଲ୍ୟ)+କାଳ=କୃଷ୍ଣ ବର୍ଣ୍ଣ+କ]
[ସମ୍ପାଦନା]- ୧. . ଦେହରେ ଖସା ଚିହ୍ନ; କଳାଜାଇ — ୧. A mole on the body.
- ୨. ଯେଉଁ ବ୍ୟକ୍ତିର ଦେହରେ ଖସା ଚିହ୍ନ ଥାଏ — ୨. A person having mole-marks on the body
- ୩. (ବହୁବ୍ରାହି; ତିଳକ ଅଛି ଅଳକାରରେ=ଚୁର୍ଣ୍ଣ କୁନ୍ତଳରେ ଯାହାର)—ଯେଉଁ ବ୍ୟକ୍ତି ଅଳକାପାଟୀରେ ଅର୍ଥାତ୍ କପାଳ ଉପରେ ଆକର୍ଣ୍ଣ ବିଶ୍ରାମ ତିଳକର ରେଖା କାଟି ଥାଏ —୨. A person who paints the whole length of his forehead (from ear to ear) with Tiḻaka.
- ୪. କପାଳରେ ଘିନିବା ତିଳକ ପାଟି — ୪. Painting done on the brow from ear' to ear.
- ୫. ସୁଶ୍ରୁତ ଅନୁସାରେ ଏକ ବ୍ୟାଧି, ଯହିଁରେ ପୁରୁଷର ଇନ୍ଦ୍ରିୟ ପାଚି ଯାଏ ଓ ତହିଁ ଉପରେ କଳାକାଳା ଦାଗମାନ ପଡ଼ି ଯାଏ (ହିନ୍ଦୀ - ଶବ୍ଦସାଗର) — ୫. A desease in which the male organ is suppurated and freckled with black spots.