Jump to content

ତିଳକାଶ୍ରୟ

ଉଇକିଅଭିଧାନ‌ରୁ

ତିଳକାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ତିଳକ+ଆଶ୍ରୟ)

[ସମ୍ପାଦନା]
୧. ତିଳକାଧାର; ତିଳକ ପେଡ଼ି — ୧. A pouch for Tiḻaka requisites.
୨. (ବହୁବ୍ରୀହି) ଲଲାଟ ଦେଶ —୨. The brow or forehead (where Tiḻaka is painted).