ତିଳକୁ ତାଳ କରିବା
ଦେଖଣା
ତିଳକୁ ତାଳ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତିଳକୁ ତାଳ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅତି ସାମାନ୍ୟ କଥାକୁ ବଡ଼ କରିବା; ସାମାନ୍ୟ ବିଷୟରେ ବିଶେଷ ଆନ୍ଦୋଳନ ଉଠାଇବା —To make mountain of a molehill; to magnify a small or insignificant matter.