Jump to content

ତିଳକ କାଟିବା

ଉଇକିଅଭିଧାନ‌ରୁ

ତିଳକ କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତିଲକ ଘେନିବା, ତିଲକ ଘେନିକା, ତିଲକ ନାଇବା, ତିଲକ ଲଗାଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସ୍ନାନ ସାରି ଦେହରେ ତିଳକର ଚିତା ଅଙ୍କିତ କରିବା —୧. To draw. marks on the body with coloured pastes.
୨. (ତୁଳ ଚିତା କାଟିବା) (ଲକ୍ଷଣାର୍ଥ) ପ୍ରବଞ୍ଜନା କରିବା — ୨. (fig) To deceive; to cheat.

(ଦ୍ର—ସମ୍ଭବତଃ ତିଲିକା କାଟିବା ବ୍ୟକ୍ତିମାନେ ଭଣ୍ଡତପସ୍ୱୀ ହୋଇ ଲୋକଙ୍କୁ ଠକାଇବା ଘଟନା ବିରଳ ନ ଥିବାରୁ ତିଳକ କାଟିବା ଓ ଚିତା କାଟିବାରେ ଏହି ଅର୍ଥ ହୋଇଅଛି)