Jump to content

ତିଳକ ମାଟି

ଉଇକିଅଭିଧାନ‌ରୁ

ତିଳକ ମାଟି

ଉଚ୍ଚାରଣ

[ସମ୍ପାଦନା]

ତିଳଖ ମାଟି, ତିଲଖ ମାଟିଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିଲକ ଓ ମୃର୍ତ୍ତିକା)

[ସମ୍ପାଦନା]

ଯେଉଁ ଈଷ୍ତ ହଳଦିଆ ମାଟିକୁ ଘୋରି ତିଳକ ଘେନା ଯାଏ —Coloured earth used in painting the forehead etc.

[ଦ୍ରଷ୍ଟବ୍ୟ — ଗଙ୍ଗା ନଦୀର କୂଳ ଓ ବୃନ୍ଦାବନ, ପୁରୁଷୋତ୍ତମ ଆଦି ତୀର୍ଥସ୍ଥାନର ନାନା ବର୍ଣ୍ଣର ବଳି ତିଳକ କରିବା ନିମନ୍ତେ ରଖାଯାଏ]