Jump to content

ତିଳକ ମାଠିଆ

ଉଇକିଅଭିଧାନ‌ରୁ

ତିଳକ ମାଠିଆ

ଉଚ୍ଚାରଣ

[ସମ୍ପାଦନା]

(ତିଳକ ମାଟିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତିଳକ ଚିତା ଘେନିଥିବା ନାମମାତ୍ର ବୈଷ୍ଣବଙ୍କର ସଂପ୍ରଦାୟ ବିଶେଷ — A class of nominal Bāishṇa bas found in towns and places of pilgrimage.

[ଦ୍ରଷ୍ଟବ୍ୟ —ସହର ଓ ତୀର୍ଥ ସ୍ଥାନନାନଙ୍କରେ ମୃତ ବ୍ୟକ୍ତିର ଶବ ଉଠାଇବାକୁ ଭାଇବନ୍ଧୁ କେହି ନ ଥିଲେ ଏମାନେ ଶବକୁ ନେଇ ସଂସ୍କାରଦି କରନ୍ତି]