Jump to content

ତିଳା

ଉଇକିଅଭିଧାନ‌ରୁ

ତିଳା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଢ଼େଇଙ୍କ ଭଅଁର ଯନ୍ତ୍ରର କାଠଫୋଡ଼ିବା ଅଂଶ ବା କଣ୍ଟା —୧. A bit or boring nail used by capenters in boring wood; car penter's bit.
୨. ଶସ୍ୟବିଶେଷ; ଏକପ୍ରକାର ରାଶି — ୨. A Species of Sesemum seed.
୩. ସୁନାଗଣ୍ଠିଆ ପ୍ରଭୃତି ଅଳଙ୍କାରରେ ଲଗାଯାଇଥିବା ସୁନାର ଛୋଟ ଛୋଟ ଲାଞ୍ଚ ଥିବା ରୁଆ —୩. Small elongated bits of metal put on ornaments.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -

[ସମ୍ପାଦନା]

ଟିଲା(ଦେଖା) —Ṭilā (See)