ତିଳିଆ
ଦେଖଣା
ତିଳିଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ତିଳ)
[ସମ୍ପାଦନା]- ୧. ତିଳଯୁକ୍ତ — ୧. Having sesamum seeds.
- ୨. ତିଳଚିହ୍ନ ଯୁକ୍ତ — ୨. Freckled; having mole marks on.
ଅନୁବାଦ
[ସମ୍ପାଦନା]ତିଲିଆ, ତିଳି(ଲି)ଆ ଖଜାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ମିଷ୍ଟାନ୍ନ ବା ଖଜା, ଯାହା ଉପରେ ରାଶି ଛିଞ୍ଚା ହୋଇଥାଏ —A kind of sweetment overlaid with sesamum seeds.