ତିଳ କାଞ୍ଚନ
ଦେଖଣା
ତିଳ କାଞ୍ଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ତିଳ+କାଞ୍ଚନ)
[ସମ୍ପାଦନା]ଶାସ୍ତ୍ରବିଧି ଅନୁସାରେ ଶ୍ରାଦ୍ଧଦି ଅନୁଷ୍ଠାନ— ଉପଲକ୍ଷେ ପ୍ରାୟଶ୍ଚିତ୍ତାର୍ଥ ବ୍ରାହ୍ମଣଙ୍କୁ ଦାନ କରାଯିବା
କିଛି ତିଳ ଓ ଖଣ୍ଡେ ସୁନା —A bit of gold and a quantity of sesamum seeds given away to Brahmins for expiation of sins during a ṡrāddha or other ceremony.