ତିଳ ତଣ୍ଡୁଳ
ଦେଖଣା
ତିଳ ତଣ୍ଡୁଳ
ଉଚ୍ଚାରଣ
[ସମ୍ପାଦନା](ତିଳତଣ୍ଡୁଳକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ତିଳ+ତଣ୍ଡୁଳ)
[ସମ୍ପାଦନା]- ୧. ବ୍ରାହ୍ମଣଙ୍କ ଦାନ କରାଯିବା କିମ୍ୱା ତର୍ପଣ ସମୟରେ ବ୍ୟବହୃତ ରାଶିମିଶା ଚାଉଳ — ୧. Rice mixed with grains of sesamum (given away to Brahmans or used while offering oblations to the manes).
- ୨. ଗାଢ଼ଲିଙ୍ଗନ —୨. Close embrace.